ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୀତିଗତ ପ୍ରୋତ୍ସାହନ ଏବଂ ନବାଚାର କିପରି ବିଶ୍ୱସ୍ତରୀୟ ଇସ୍ପାତ କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରିବାର ମାର୍ଗ ପ୍ରଶସ୍ତ କରୁଛି ସେ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ
Posted On:
30 JUN 2025 1:35PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଆଲେଖ୍ୟ ଶେୟାର କରିଛନ୍ତି । ନୀତିଗତ ପ୍ରୋତ୍ସାହନ ଏବଂ ନବାଚାର କିପରି ବିଶ୍ୱସ୍ତରୀୟ ଇସ୍ପାତ କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରିବାର ମାର୍ଗ ପ୍ରଶସ୍ତ କରୁଛି, ସେ ସମ୍ପର୍କରେ ଏହି ଲେଖାରେ ବର୍ଣ୍ଣନା କରାଯାଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଏଚ୍.ଡି. କୁମାରସ୍ୱାମୀଙ୍କ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭିତ୍ତିଭୂମି ଏବଂ ପ୍ରତିରକ୍ଷାରୁ ଆରମ୍ଭ କରି ଇଲେକ୍ଟ୍ରିକ୍ ମୋବିଲିଟି ଏବଂ ସ୍ୱଚ୍ଛ ଶକ୍ତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଇସ୍ପାତ ହେଉଛି ଉଦୀୟମାନ ଭାରତର ମେରୁଦଣ୍ଡ । ନୀତି ପ୍ରୋତ୍ସାହନ ଏବଂ ନବାଚାର କିପରି ଭାରତକୁ ବିଶ୍ୱସ୍ତରୀୟ ଇସ୍ପାତ କ୍ଷେତ୍ରରେ ଅଗ୍ରଣୀ କରାଇବାରେ ପଥ ପ୍ରଶସ୍ତ କରୁଛି ସେ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଏଚ୍.ଡି. କୁମାରସ୍ୱାମୀ ବର୍ଣ୍ଣନା କରିଛନ୍ତି ।”
SR
(Release ID: 2141017)
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam