ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫଳାଫଳ ତାଲିକା : ଜାମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ର‌୍ୟୁ ହୋଲ୍‌ନେସ୍‌ଙ୍କ ଭାରତକୁ ସରକାରୀ ଗସ୍ତ (ସେପ୍ଟେମ୍ବର ୩୦ - ଅକ୍ଟୋବର ୩, ୨୦୨୪)

प्रविष्टि तिथि: 01 OCT 2024 5:19PM by PIB Bhubaneshwar

କ୍ରମିକ ସଂଖ୍ୟା

ବୁଝାମଣାପତ୍ରର ନାମ

ଜାମାଇକା ପକ୍ଷରୁ ପ୍ରତିନିଧି

ଭାରତ ପକ୍ଷରୁ ପ୍ରତିନିଧି

ଆର୍ଥିକ ସମାବେଶୀ ଏବଂ ସାମାଜିକ ଅର୍ଥନୈତିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ସଫଳ ଜିଡିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର କ୍ଷେତ୍ରରେ ସହଯୋଗ ଉପରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମାଧ୍ୟମରେ କାର୍ଯ୍ୟ କରୁଥିବା ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ କାର୍ଯ୍ୟ କରୁଥିବା ଜାମାଇକା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର

 

ସୁଶ୍ରୀ ଦାନା ମୋରିସ୍ ଡିକ୍ସନ୍,

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀ

 

ଶ୍ରୀ ପଙ୍କଜ ଚୌଧୁରୀ,

ଅର୍ଥ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ

 

ଏନ୍ପିସିଆଇ ଇଣ୍ଟରନ୍ୟାଶନାଲ୍ ପେମେଣ୍ଟସ୍ ଲିମିଟେଡ୍ ଏବଂ ଇଗଭ୍ ଜାମାଇକା ଲିମିଟେଡ୍ ମଧ୍ୟରେ ବୁଝାମଣାପତ୍ର

 

ସୁଶ୍ରୀ ଦାନା ମୋରିସ୍ ଡିକ୍ସନ୍,

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀ

 

ଶ୍ରୀ ପଙ୍କଜ ଚୌଧୁରୀ,

ଅର୍ଥ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ

 

୨୦୨୪-୨୯ ବର୍ଷ ପାଇଁ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଉପରେ ଭାରତ ସରକାର ଏବଂ ଜାମାଇକା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର

 

ସୁଶ୍ରୀ କାମିନା ଜନ୍ସନ୍ ସ୍ମିଥ୍,

ବୈଦେଶିକ ବ୍ୟାପାର ଏବଂ ବୈଦେଶିକ ବାଣିଜ୍ୟ ମନ୍ତ୍ରୀ

 

ଶ୍ରୀ ପଙ୍କଜ ଚୌଧୁରୀ,

ଅର୍ଥ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ

 

ଭାରତ ସରକାରଙ୍କର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଏବଂ ଜାମାଇକା ସରକାରଙ୍କ ସଂସ୍କୃତି, ଲିଙ୍ଗ, ମନୋରଞ୍ଜନ ଏବଂ କ୍ରୀଡା ମନ୍ତ୍ରଣାଳୟ ମଧ୍ୟରେ କ୍ରୀଡା କ୍ଷେତ୍ରରେ ସହଯୋଗ ଉପରେ ବୁଝାମଣାପତ୍ର

 

ସୁଶ୍ରୀ କାମିନା ଜନ୍ସନ୍ ସ୍ମିଥ୍,

ବୈଦେଶିକ ବ୍ୟାପାର ଏବଂ ବୈଦେଶିକ ବାଣିଜ୍ୟ ମନ୍ତ୍ରୀ

 

ଶ୍ରୀ ପଙ୍କଜ ଚୌଧୁରୀ,

ଅର୍ଥ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ

 

 

 

 

SR


(रिलीज़ आईडी: 2060954) आगंतुक पटल : 91
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam