ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପରକ୍ଷା ପେ ଚର୍ଚ୍ଚାକୁ ଉତ୍ସୁକତାର ସହ ଅପେକ୍ଷା କରିଛି: ପ୍ରଧାନମନ୍ତ୍ରୀ

Posted On: 27 JAN 2024 8:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ସେ ‘ପରୀକ୍ଷା ପେ ଚର୍ଚ୍ଚା’ରେ ପରୀକ୍ଷାର୍ଥୀମାନେ ଏକତ୍ରିତ ହେବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

 

ପରକ୍ଷାକୁ ମଜାଳିଆ ଏବଂ ଚାପମୁକ୍ତ କରିବା ପାଇଁ ସେ ପୂର୍ବ ପିପିସି ପ୍ରୋଗ୍ରାମଗୁଡ଼ିକର ବିଷୟ ଏବଂ ବ୍ୟବହାରିକ ଟିପ୍ସ ମଧ୍ୟ ସେୟାର କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

ପରୀକ୍ଷାର ଚାପକୁ ଦୂର କରିବାର ଉପାୟ ବାବଦରେ ସାମୂହିକ ଭାବେ ଯୋଜନା ବନାଇବା ପାଇଁ ପରକ୍ଷାର୍ଥୀଙ୍କ ସବୁଠୁ ସ୍ମରଣୀୟ ସମାବେଶ ‘ପରୀକ୍ଷା ପେ ଚର୍ଚ୍ଚା’କୁ ଉତ୍ସୁକତାର ସହ ଅପେକ୍ଷା କରୁଛି ।

 

ଆସନ୍ତୁ ଏହି ପରୀକ୍ଷା ପାଇଁ ଥିବା ନିରାଶାକୁ ସୁଯୋଗର ଝରକାରେ ପରିଣତ କରିବା..’ ।

 

SR



(Release ID: 2000543) Visitor Counter : 37