ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତ୍ରିପୁରା ସ୍ଥାପନା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 21 JAN 2024 9:27AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିପୁରା ରାଜ୍ୟ ସ୍ଥାପନା ଦିବସରେ ସେଠାକାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ତ୍ରିପୁରା ଲୋକଙ୍କୁ ରାଜ୍ୟ ସ୍ଥାପନା ଦିବସର ହାର୍ଦ୍ଦିକ ଶୁଭକାମନା । ଏହି ଦିନ ରାଜ୍ୟର ଅନନ୍ୟ ଇତିହାସ ତଥା ସମୃଦ୍ଧ ଐତିହ୍ୟକୁ ପାଳନ କରାଯାଏ । ତ୍ରିପୁରାବାସୀଙ୍କ ସମୃଦ୍ଧି ଏବଂ ସଦ୍‌ଭାବନା କାମନା କରୁଛି ।’

         

 SR


(रिलीज़ आईडी: 1998398) आगंतुक पटल : 128
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali-TR , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam