ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଆଜମେର ଶରିଫ ଦରଘାରେ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଉର୍ସ ଅବସରରେ ଚଢ଼ାଇବା ପାଇଁ ପବିତ୍ର ଚାଦର ଉପହାର ଦେଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
11 JAN 2024 4:53PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧି ଦଳକୁ ସାକ୍ଷାତ କରିଥିଲେ ଏବଂ ପବିତ୍ର ଚାଦର ପ୍ରଦାନ କରିଥିଲେ, ଯାହାକୁ ସମ୍ମାନଜନକ ଆଜମେର ଶରିଫ ଦରଘାରେ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଉର୍ସ ସମୟରେ ଚଢ଼ାଯିବ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
ମୁସଲମାନ ସମ୍ପ୍ରଦାୟର ଏକ ପ୍ରତିନିଧି ଦଳକୁ ଭେଟିଥିଲି । ଆମର ଆଲୋଚନା ସମୟରେ ମୁଁ ପବିତ୍ର ଚାଦର ପ୍ରଦାନ କରିଥିଲି, ଯାହାକୁ ସମ୍ମାନଜନକ ଆଜମେର ଶରିଫ ଦରଘାରେ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଉର୍ସ ସମୟରେ ଚଢ଼ାଯିବ ।
ମୁସଲମାନ ସମ୍ପ୍ରଦାୟର ଏକ ପ୍ରତିନିଧି ଦଳକୁ ଭେଟିଥିଲି । ଆମର ଆଲୋଚନା ସମୟରେ, ମୁଁ ପବିତ୍ର ଚାଦର ପ୍ରଦାନ କରିଥିଲି, ଯାହାକୁ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତିଙ୍କ ଉର୍ସ ସମୟରେ ସମ୍ମାନଜନକ ଆଜମେର ଶରିଫ ଦରଘାରେ ଚଢ଼ାଯିବ । pic.twitter.com/eqWIKy7VQ1
– ନରେନ୍ଦ୍ର ମୋଦୀ (@narendramodi) ଜାନୁଆରୀ ୧୧, ୨୦୨୪
****
SSP
(ରିଲିଜ ଆଡି: 1996218)
ପରିଦର୍ଶକ କାଉଣ୍ଟର : 118
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam