ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମନ କି ବାତ @100 କ୍ୱିଜରେ ଭାଗ ନେବାକୁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 11 APR 2023 6:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦେଶବାସୀଙ୍କୁ ମନ କି ବାତ @100 କ୍ୱିଜରେ ଭାଗ ନେବାକୁ ଆହ୍ୱାନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

#MannKiBaat କ୍ୱିଜ ଆଉ କିଛି ଦିନ ବାକି ରହିଲା...ଯଦି ଆପଣମାନେ ଏପର୍ଯ୍ୟନ୍ତ ଏଥିରେ ଭାଗ ନେଇ ନାହାନ୍ତି ତେବେ ନିଶ୍ଚିତ ଭାଗ ନିଅନ୍ତୁ ଓ ଗତ ୯୯ ଅଧ୍ୟାୟର ଆକର୍ଷକ ଯାତ୍ରା ଦେଖନ୍ତୁ, ଯେଉଁଥିରେ ପ୍ରେରଣାଦାୟୀ ସାମୂହିକ ଉଦ୍ୟମ ସମ୍ପର୍କରେ ଆଲୋକପାତ କରାଯାଇଛି ।

https://quiz.mygov.in/quiz/mann-ki-baat/

 


SR


(रिलीज़ आईडी: 1915694) आगंतुक पटल : 152
इस विज्ञप्ति को इन भाषाओं में पढ़ें: Tamil , Manipuri , English , Urdu , Marathi , हिन्दी , Assamese , Bengali , Punjabi , Gujarati , Telugu , Kannada , Malayalam