ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ୧୫-୧୮ ବୟସ ବର୍ଗରେ ୨ କୋଟି ପିଲାଙ୍କ ଟୀକାକରଣକୁ ପ୍ରଶଂସା କରିଛନ୍ତି
Posted On:
08 JAN 2022 7:10PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୀକାକରଣର ଗତି ବଜାୟ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଏବଂ କୋଭିଡର ଉପଯୁକ୍ତ ମାର୍ଗଦର୍ଶିକା ଅନୁସରଣ କରିବାକୁ ସମସ୍ତଙ୍କୁ କହିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟଙ୍କ ଏକ ଟୁଇଟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଛନ୍ତି:
“ଉତ୍କୃଷ୍ଟ! ମୋର ଯୁବକ ବନ୍ଧୁମାନେ ଭଲ କାମ କରିଛନ୍ତି
ଚାଲନ୍ତୁ ଏହି ଗତି ଜାରି ରଖିବା
ପ୍ରତ୍ୟେକଙ୍କୁ କୋଭିଡ-୧୯ ସମ୍ବନ୍ଧୀୟ ମାର୍ଗଦର୍ଶିକାଗୁଡିକ ଅନୁସରଣ କରିବାକୁ ଏବଂ ଟୀକାକରଣ କରିବାକୁ ଅନୁରୋଧ, ଯଦି ଆପଣ ତାହା କରିନାହାନ୍ତି ।”
HS
(Release ID: 1788704)
Read this release in:
Tamil
,
Kannada
,
Malayalam
,
Marathi
,
Telugu
,
Bengali
,
Assamese
,
English
,
Urdu
,
Hindi
,
Manipuri
,
Punjabi
,
Gujarati