ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଟିକା ନେଇଥିବା ୧୫-୧୮ ବର୍ଷ ବୟସର ଯୁବକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି
प्रविष्टि तिथि:
03 JAN 2022 10:20PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫-୧୮ ବର୍ଷ ବୟସର ଯୁବ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଯେଉଁମାନେ ଆଜି ଟୀକା ନେଇଛନ୍ତି । ଏହି ବୟସ ବର୍ଗ ପାଇଁ ଆଜି ଠାରୁ ଟିକାଦାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ସେମାନଙ୍କ ପିତାମାତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଆଜି ଆମେ ଆମର ଯୁବକମାନଙ୍କୁ କୋଭିଡ-୧୯ ରୁ ରକ୍ଷା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ । ୧୫-୧୮ ବର୍ଷ ବୟସ ମଧ୍ୟରେ ମୋର ସମସ୍ତ ଯୁବ ବନ୍ଧୁଙ୍କୁ ଅଭିନନ୍ଦନ, ଯେଉଁମାନେ ଟୀକାକରଣ କରିଛନ୍ତି । ସେମାନଙ୍କ ପିତାମାତାଙ୍କୁ ମଧ୍ୟ ଅଭିନନ୍ଦନ । ଆଗାମୀ ଦିଗରେ ଟିକା ନେବାପାଇଁ ମୁଁ ଅଧିକ ଯୁବକଙ୍କୁ ଅନୁରୋଧ କରିବି ।”
HS
(रिलीज़ आईडी: 1787392)
आगंतुक पटल : 137
इस विज्ञप्ति को इन भाषाओं में पढ़ें:
Gujarati
,
English
,
Bengali
,
Urdu
,
हिन्दी
,
Marathi
,
Assamese
,
Manipuri
,
Punjabi
,
Tamil
,
Tamil
,
Telugu
,
Kannada
,
Malayalam