ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଟିଭି-୯ ଶିଖର ସମ୍ମିଳନୀରେ ତାଙ୍କ ଅଭିଭାଷଣର ମୁଖ୍ୟାଂଶ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 24 MAR 2026 9:13AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଅନୁଷ୍ଠିତ ଟିଭି-୯ ଶିଖର ସମ୍ମିଳନୀ ୨୦୨୬ରେ ତାଙ୍କ ଅଭିଭାଷଣର ମୁଖ୍ୟାଂଶଗୁଡ଼ିକୁ ସେୟାର କରିଛନ୍ତି।

 

ଏକ ପୃଥକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

 

"ଭାରତ ଆତ୍ମବିଶ୍ୱାସ ଏବଂ ସାମର୍ଥ୍ୟ ସହିତ ଆଗକୁ ବଢ଼ି ଚାଲିଛି!"

 

"ବିଶ୍ୱବ୍ୟାପୀ ଅସ୍ଥିରତା ମଧ୍ୟରେ ମଧ୍ୟ, ଭାରତ ନିରନ୍ତର ବିକାଶକୁ ପ୍ରାଥମିକତା ଦେଇଆସିଛି। ଏହାର କେବଳ ଗୋଟିଏ ନୁହେଁ, ବରଂ ଅନେକ ଉଦାହରଣ ରହିଛି..."

 

*****

MT


(ରିଲିଜ ଆଡି: 2255097) ପରିଦର୍ଶକ କାଉଣ୍ଟର : 20