ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚଳିତ ପରୀକ୍ଷା ଋତୁରେ ସାଙ୍ଗସାଥୀ ଏବଂ ପିତାମାତାଙ୍କ ମଧ୍ୟରେ ସନ୍ତୁଳନ ପରିବେଶ ସୃଷ୍ଟି କରିବାକୁ ଅନୁରୋଧ କରି ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 14 JAN 2026 1:53PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ନିବନ୍ଧ ସେୟାର କରି ଏହି ପରୀକ୍ଷା ଋତୁରେ ସାଙ୍ଗସାଥୀ ଏବଂ ପିତାମାତାଙ୍କ ମଧ୍ୟରେ ସନ୍ତୁଳନ ପରିବେଶ ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀଙ୍କ ଏକ୍ସରେ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପିଏମଓ ଇଣ୍ଡିଆ ହ୍ୟାଣ୍ଡେଲ କହିଛି:

"ଶିକ୍ଷା କ୍ଷେତ୍ରରେ ଚାପ ଉପରେ ଧୈର୍ଯ୍ୟର ଉତ୍ସବ ପାଳନ କରିବା!

ମାର୍କ ଏବଂ ମୂଲ୍ୟାଙ୍କନଗୁଡ଼ିକର ସ୍ଥାନ ଗନ୍ତବ୍ୟ ନୁହେଁ, ମାର୍ଗଦର୍ଶନ ଭାବେ ରହିଛିକେନ୍ଦ୍ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ ଏହି ଲେଖାଟି ଲେଖି ସାଥୀ ଏବଂ ପିତାମାତାଙ୍କ ମଧ୍ୟରେ ସନ୍ତୁଳନ ପରିବେଶ ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି

ଏହି ପରୀକ୍ଷା ଋତୁରେ ଏହା ନିଶ୍ଚୟ ପଢ଼ିବା ଉଚିତ ! "

HS


(रिलीज़ आईडी: 2214808) आगंतुक पटल : 38
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam