ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ସଂଗୀତଜ୍ଞ ଡକ୍ଟର ଭାରତ ବଲଭାଲୀ ଏବଂ ସାମ୍ବାଦିକ ଅଭିଜିତ୍ ପାୱାର

प्रविष्टि तिथि: 14 OCT 2024 10:50PM by PIB Bhubaneswar

ଆଜି ପ୍ରସିଦ୍ଧ ଗାୟକ ଏବଂ ସଂଗୀତକାର ଡକ୍ଟର ଭାରତ ବଲଭାଲି ଏବଂ ସାମ୍ବାଦିକ ଶ୍ରୀ ଅଭିଜିତ ପାୱାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ଡକ୍ଟର ଭାରତ ବଲଭାଲିଙ୍କ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି :

"ଆପଣଙ୍କୁ ଏବଂ ଶ୍ରୀ ଅଭିଜିତ ପାୱାରଙ୍କୁ ଭେଟି ଖୁସି ହେଲି ସଂସ୍କୃତି ଏବଂ ଆଧ୍ୟାତ୍ମିକତା ପ୍ରତି ଆପଣଙ୍କର ଆଗ୍ରହ ସହିତ ଆପଣଙ୍କ ପୁସ୍ତକ ପାଇଁ ପ୍ରଶଂସା। ଆପଣଙ୍କ ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭେଚ୍ଛା।

***

SSP

 


(रिलीज़ आईडी: 2173424) आगंतुक पटल : 24
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam