ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ସୁଜନ ଆର ଚିନୟ ପୋଲାଣ୍ଡ ଏବଂ ନବନଗର ମଧ୍ୟରେ ଦୃଢ଼ ସଂଯୋଗ ବିଷୟରେ ଲେଖିଛନ୍ତି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 AUG 2024 9:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱୀକାର କରିଛନ୍ତି ଯେ, ପୋଲାଣ୍ଡ ଜାମ୍ ସାହେବ ଦିଗବିଜୟସିଂହ ରଣଜିତସିଂହ ଜାଡେଜାଙ୍କୁ ବହୁତ ସମ୍ମାନ କରେ। ଶ୍ରୀ ମୋଦୀ ଶ୍ରୀ ସୁଜନ ଆର ଚିନୟଙ୍କ ଦ୍ୱାରା ହିନ୍ଦୁସ୍ତାନ ଟାଇମ୍ସରେ ଲେଖାଯାଇଥିବା ଆର୍ଟିକିଲ ବିଷୟରେ କହିଛନ୍ତି ଯାହା ପୋଲାଣ୍ଡ ଏବଂ ନବନଗର ମଧ୍ୟରେ ଦୃଢ଼ ସମ୍ପର୍କ ବିଷୟରେ ବର୍ଣ୍ଣନା କରିଛି। ଶ୍ରୀ ସୁଜନ ଆର ଚିନୟ ଜଣେ ପୂର୍ବତନ ରାଷ୍ଟ୍ରଦୂତ।

 

ଆର୍ଟିକିଲର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି ;

 

ପୋଲାଣ୍ଡ ଜାମ୍ ସାହେବ ଦିଗବିଜୟସିଂହଜୀ ରଣଜିତସିଂହଜୀ ଜାଡେଜାଙ୍କୁ ବହୁତ ସମ୍ମାନ କରେ। ଏହି ଆର୍ଟିକିଲରେ, ଶ୍ରୀ @SujanChinoy ପୋଲାଣ୍ଡ ଏବଂ ନବନଗର ମଧ୍ୟରେ ଏହି ଦୃଢ଼ ସମ୍ପର୍କ ବିଷୟରେ ଲେଖିଛନ୍ତି।

 

*****

MT


(ରିଲିଜ ଆଡି: 2169497) ପରିଦର୍ଶକ କାଉଣ୍ଟର : 17