ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତର-ପୂର୍ବ ଭାରତରେ ହୋଇଥିବା ପରିବର୍ତ୍ତନ ଉପରେ ଏକ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 28 MAY 2025 1:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଏବଂ ଉତ୍ତର-ପୂର୍ବ କ୍ଷେତ୍ର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ଶେୟାର କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଉତ୍ତର-ପୂର୍ବ ଭାରତ ଆଉ ସୀମାନ୍ତ କ୍ଷେତ୍ର ହୋଇ ରହିନାହିଁ, ବରଂ ସବୁଠାରୁ ଅଗ୍ରଣୀ କ୍ଷେତ୍ରରେ ପରିଣତ ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

“ଉତ୍ତର-ପୂର୍ବ ଭାରତ ଏବେ ଆଉ ସୀମାନ୍ତ କ୍ଷେତ୍ର ହୋଇ ରହିନାହିଁ, ବରଂ ଏହା ଏକ ଅଗ୍ରଣୀ କ୍ଷେତ୍ରରେ ପରିଣତ ହୋଇଛି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜେଏମ୍ ସିନ୍ଧିଆ ବାଣିଜ୍ୟ, ଯୋଗାଯୋଗ ଏବଂ ବିକଶିତ ଭାରତ ପାଇଁ ରଣନୀତିକ କେନ୍ଦ୍ର ଭାବରେ ଏହି କ୍ଷେତ୍ରର ଉତ୍‌ଥାନ ଏବଂ ବିକଶିତ ଭାରତ ପାଇଁ ୩୦ ଟ୍ରିଲିୟନ ଡଲାରର ଲକ୍ଷ୍ୟ ଉପରେ ଏକ ବିସ୍ତୃତ ପ୍ରବନ୍ଧ ଲେଖିଛନ୍ତି । ଏହାକୁ ଥରେ ପଢ଼ନ୍ତୁ!”

 

SR


(Release ID: 2132153)