ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହ୍ୟୁଣ୍ଡାଇ ମୋଟର ଗ୍ରୁପର ଶ୍ରୀ ଇଉଇସନ ଚୁଙ୍ଗ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ

प्रविष्टि तिथि: 24 OCT 2024 8:53PM by PIB Bhubaneshwar

 

ହ୍ୟୁଣ୍ଡାଇ ମୋଟର ଗ୍ରୁପର ଏକଜିକ୍ୟୁଟିଭ୍ ଚେୟାର ଶ୍ରୀ ଇଉଇସନ ଚୁଙ୍ଗ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ମହାରାଷ୍ଟ୍ର ଭାରତର ଆର୍ଥିକ ପାୱାରହାଉସ୍ ହ୍ୟୁଣ୍ଡାଇ ଗ୍ରୁପ୍ ଭଳି ବଡ଼ ନିବେଶକ ରାଜ୍ୟର ଲୋକମାନଙ୍କୁ ଫାଇଦା ଆଣିବ

ଏକ୍ସରେ ହ୍ୟୁଣ୍ଡାଇ ଇଣ୍ଡିଆ ହ୍ୟାଣ୍ଡଲ ପକ୍ଷରୁ ହୋଇଥିବା ଏକ ପୋଷ୍ଟ ପ୍ରତିକ୍ରିୟାରେ ସେ ଲେଖିଛନ୍ତି:

ଖୁସିର କଥା କିଛି ଦିନ ତଳେ ଶ୍ରୀ ଇଉଇସନ ଚୁଙ୍ଗଙ୍କୁ ଭେଟିଥିଲି ନିବେଶ ପାଇଁ ବାସ୍ତବରେ ଭାରତ ଉପଯୁକ୍ତ ସ୍ଥାନ ପୁନେରେ କାରଖାନା ପାଇଁ ହ୍ୟୁଣ୍ଡାଇର ଆଗ୍ରହ ପାଇଁ ମୁଁ ଖୁସି ମହାରାଷ୍ଟ୍ର ଭାରତର ପାୱାର ହାଉସ୍ ଏବଂ ଏଭଳି ବଡ଼ ନିବେଶ ରାଜ୍ୟର ଲୋକମାନଙ୍କୁ ବଡ଼ ଫାଇଦା ଦେବ

SR


(रिलीज़ आईडी: 2067955) आगंतुक पटल : 55
इस विज्ञप्ति को इन भाषाओं में पढ़ें: Telugu , English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Kannada , Malayalam