ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜନଧନ ଯୋଜନାର ପରିବର୍ତନକାରୀ ଫଳାଫଳ ଉପରେ ଆଲୋକପାତ କରି ଲିଙ୍କଡଇନରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
28 AUG 2024 3:17PM by PIB Bhubaneswar
ଜନଧନ ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡଇନରେ ଏକ ପୋଷ୍ଟ ଲେଖିଛନ୍ତି ।
'ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଏକ ଦଶନ୍ଧି - ପ୍ରଧାନମନ୍ତ୍ରୀ ଜନଧନ ଯୋଜନା' ଶୀର୍ଷକ ଏହି ପୋଷ୍ଟରେ ଏହି ପଦକ୍ଷେପର ପରିବର୍ତନମୂଳକ ଫଳାଫଳ ଉପରେ ଆଲୋକପାତ କରାଯାଇଛି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘‘ଜନଧନ ଯୋଜନା ହେଉଛି ସମ୍ମାନ, ସଶକ୍ତିକରଣ ଏବଂ ସୁଯୋଗ। ଆଜି, ଯେତେବେଳେ ଆମେ ଜନଧନ ଯୋଜନାର ୧୦ବର୍ଷ ପୂର୍ତ୍ତି ପାଳନ କରୁଛୁ, ଏହି ପଦକ୍ଷେପର ପରିବର୍ତ୍ତନଶୀଳ ଫଳାଫଳ ଉପରେ ଆଲୋକପାତ ଲିଙ୍କଡ୍ଇନରେ ମୁଁ ଲେଖିଥିବା ଏକ ପୋଷ୍ଟ ସେୟାର କରୁଛି।’’
HS
(ରିଲିଜ ଆଡି: 2049408)
ପରିଦର୍ଶକ କାଉଣ୍ଟର : 92
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali-TR
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam