ପୋଷ୍ଟ କରାଯିବା ଦିନାଙ୍କ:
14 JUL 2024 9:18AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତଙ୍କୁ ବିଶେଷକରି ତ୍ରିପୁରାର ଲୋକମାନଙ୍କୁ ଖାର୍ଚୀ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଖାର୍ଚୀ ପୂଜା ଅବସରରେ ସମସ୍ତଙ୍କୁ ବିଶେଷକରି ତ୍ରିପୁରାର ଲୋକମାନଙ୍କୁ ଶୁଭେଚ୍ଛା । ଚତୁର୍ଦଶା ଦେବତାଙ୍କ ଦିବ୍ୟ ଆର୍ଶୀବାଦ ଆମ ସମସ୍ତଙ୍କ ଉପରେ ରହିଥାଉ । ତାଙ୍କର ଆର୍ଶୀବାଦ ସମସ୍ତଙ୍କ ପାଇଁ ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ । ଏହା ମଧ୍ୟ ସମସ୍ତଙ୍କ ଜୀବନରେ ସମୃଦ୍ଧତା ଏବଂ ସୌହାର୍ଦ୍ଧ୍ୟରେ ସମୃଦ୍ଧ କରିଥାଉ ।”
SR