ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଖାର୍ଚୀ ପୂଜା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 14 JUL 2024 9:18AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତଙ୍କୁ ବିଶେଷକରି ତ୍ରିପୁରାର ଲୋକମାନଙ୍କୁ ଖାର୍ଚୀ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଖାର୍ଚୀ ପୂଜା ଅବସରରେ ସମସ୍ତଙ୍କୁ ବିଶେଷକରି ତ୍ରିପୁରାର ଲୋକମାନଙ୍କୁ ଶୁଭେଚ୍ଛା । ଚତୁର୍ଦଶା ଦେବତାଙ୍କ ଦିବ୍ୟ ଆର୍ଶୀବାଦ ଆମ ସମସ୍ତଙ୍କ ଉପରେ ରହିଥାଉ । ତାଙ୍କର ଆର୍ଶୀବାଦ ସମସ୍ତଙ୍କ ପାଇଁ ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ । ଏହା ମଧ୍ୟ ସମସ୍ତଙ୍କ ଜୀବନରେ ସମୃଦ୍ଧତା ଏବଂ ସୌହାର୍ଦ୍ଧ୍ୟରେ ସମୃଦ୍ଧ କରିଥାଉ ।”

 

SR


(रिलीज़ आईडी: 2033272) आगंतुक पटल : 88
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Hindi_MP , Bengali-TR , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam