ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଇଣ୍ଡୋନେସିଆର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଫୋନ୍‌, ଦୁଇ ନେତା ରଣନୀତିକ ଭାଗିଦାରିତା ଉପରେ ଆଲୋଚନା କଲେ

ପୋଷ୍ଟ କରାଯିବା ଦିନାଙ୍କ: 20 JUN 2024 1:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଇଣ୍ଡୋନେସିଆର ନବନିର୍ବାଚିତ ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋ ଫୋନ୍ କଲ୍ କରିଥିଲେ

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ନବନିର୍ବାଚିତ ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋଙ୍କ ଫୋନ୍ କଲ୍ ପାଇ ଆନନ୍ଦିତ ରାଷ୍ଟ୍ରପତି ଭାବରେ ଆଗାମୀ କାର୍ଯ୍ୟକାଳରେ ତାଙ୍କର ସଫଳତା କାମନା କରିଛି ଆମର ସଭ୍ୟତା ସମ୍ପର୍କ ଉପରେ ଆଧାର କରି ଭାରତ ଇଣ୍ଡୋନେସିଆ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରୀକୁ ମଜବୁତ କରିବା ଉପାୟ ଉପରେ ଆମେ ଆଲୋଚନା କରିଛୁ

 

SR


(ରିଲିଜ ଆଡି: 2027847) ପରିଦର୍ଶକ କାଉଣ୍ଟର : 59