ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସଚିନ ତେନ୍ଦୁଲକରଙ୍କ କାଶ୍ମୀର ଗସ୍ତ ଉପରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ: ଆସନ୍ତୁ ମିଳିତ ଭାବେ ଏକ ବିକଶିତ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ କରିବା

Posted On: 28 FEB 2024 2:25PM by PIB Bhubaneshwar

ସଚିନ ତେନ୍ଦୁଲକର ତାଙ୍କ କାଶ୍ମୀର ଗସ୍ତର ବିବରଣୀ ସେୟାର କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଏହା ବେଶ୍ ଅଦ୍ଭୁତ! ସଚିନଙ୍କ ଜମ୍ମୁ-କାଶ୍ମୀର ଗସ୍ତ ଆମ ଯୁବବର୍ଗଙ୍କ ପାଇଁ ଦୁଇଟି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ।

 

ପ୍ରଥମ: ଅତୁଲ୍ୟଭାରତର ବିଭିନ୍ନ ଅଂଶ ଆବିଷ୍କାର କରିବା ।

 

ଦ୍ୱିତୀୟ: ‘ମେକ୍ ଇନ୍ ଇଣ୍ଡିଆ’ର ଗୁରୁତ୍ୱ ।

 

ଆସନ୍ତୁ ଏକାଠି ଏକ ବିକଶିତ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ କରିବା ।’

 

 SR



(Release ID: 2010032) Visitor Counter : 41