ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁୟାନାରୁ ଶ୍ରୀ ରାମ ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
19 JAN 2024 1:36PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାରୁ ଶ୍ରୀ ରାମ ଭଜନ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଏହା ଗୁୟାନାରୁ ଶ୍ରୀ ରାମ ଭଜନ! ଏହି ପ୍ରୟାସ ପାଇଁ ଗୁୟାନା ହିନ୍ଦୁ ଧାର୍ମିକ ସଭାକୁ ପ୍ରଶଂସା କରୁଛି ଏବଂ ହିନ୍ଦୁ ସଂସ୍କୃତି ଓ ନୈତିକାତକୁ ଲୋକପ୍ରିୟ କରିବା ଲାଗି ସେମାନଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ ।’
SR
(ରିଲିଜ ଆଡି: 1997831)
ପରିଦର୍ଶକ କାଉଣ୍ଟର : 96
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam