ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶର୍ମିଷ୍ଠା ମୁଖାର୍ଜୀଙ୍କ ଠାରୁ 'ପ୍ରଣବ ମାଇଁ ଫାଦର : ଏ ଡଟର ରିମେମ୍ବର୍ସ' ପୁସ୍ତକ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

Posted On: 15 JAN 2024 6:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୂର୍ବତନ ରାଷ୍ଟ୍ରପତିଙ୍କ କନ୍ୟା ଶ୍ରୀମତୀ ଶର୍ମିଷ୍ଠା ମୁଖାର୍ଜୀ  'ପ୍ରଣବ ମାଇଁ ଫାଦର : ଏ ଡଟର ରିମେମ୍ବର୍ସ'  ପୁସ୍ତକ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି –

 "ଶର୍ମିଷ୍ଠାଜୀ, ଆପଣଙ୍କୁ ଭେଟିବା ସବୁବେଳେ ଆନନ୍ଦ ଦେଇଥାଏ ଏବଂ ପ୍ରଣବ ବାବୁଙ୍କ ସହ ସ୍ମରଣୀୟ କଥାବାର୍ତ୍ତା ମନେ ପଡୁଛି । ତାଙ୍କ ମହାନତା, ଜ୍ଞାନ ଓ ବୌଦ୍ଧିକ ଗଭୀରତା ଆପଣଙ୍କ ପୁସ୍ତକରେ ସ୍ପଷ୍ଟ ଭାବରେ ପରିଦୃଶ୍ୟ ହେଉଛି!”

*****

SSP



(Release ID: 1996515) Visitor Counter : 79