ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଗାମୀ ଜିପିଏଆଇ ଶିଖର ସମ୍ମିଳନୀ ଉପରେ ପ୍ରଧାନମନ୍ତ୍ରୀ ଲିଙ୍କଡଇନ୍ ପୋଷ୍ଟ କରିଛନ୍ତି

Posted On: 08 DEC 2023 9:14AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଶିଖର ସମ୍ମିଳନୀରେ ବିଶ୍ୱ ଭାଗିଦାରୀ ଉପରେ ଏକ ଲିଙ୍କଡଇନ୍ ପୋଷ୍ଟ କରିଛନ୍ତି । 

 ଏହି ପୋଷ୍ଟ ନିମ୍ନରେ ଉପଲବ୍ଧ ଅଛି :

https://www.linkedin.com/pulse/celebrating-ai-indian-talent-narendra-modi-erl5f

 ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି -

"ଆମେ ଆକର୍ଷଣୀୟ ସମୟରେ ରହୁଛୁ ଏବଂ ଏହାକୁ ଆହୁରି ଆକର୍ଷଣୀୟ କରିବ ଏଆଇ, ଯାହା ପ୍ରଯୁକ୍ତି, ଉଦ୍ଭାବନ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ କୃଷି ଏବଂ ଆହୁରି ଅନେକ ଜିନିଷ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ।

https://www.linkedin.com/pulse/celebrating-ai-indian-talent-narendra-modi-erl5f

 ପ୍ରଧାନମନ୍ତ୍ରୀ ୧୨ ତାରିଖରୁ ଆରମ୍ଭ ହେଉଥିବା ଅତ୍ୟନ୍ତ ରୋମାଞ୍ଚକର ଜିପିଏଆଇ ଶିଖର ସମ୍ମିଳନୀ ଉପରେ ଏକ ଲିଙ୍କ୍‌ଡଇନ୍ ପୋଷ୍ଟ କରିଛନ୍ତି । ଅଂଶଗ୍ରହଣ କରନ୍ତୁ !"

***

SSP



(Release ID: 1984299) Visitor Counter : 49