ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମାଦାଗାସ୍କର ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହୋଇଥିବା ଆଣ୍ଡ୍ରି ରାଜୋଏଲିନାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 02 DEC 2023 7:29PM by PIB Bhubaneshwar

ମାଦାଗାସ୍କର ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହୋଇଥିବା ଆଣ୍ଡ୍ରି ରାଜୋଏଲିନାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି ।

 

ଶ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ମାଦାଗାସ୍କର ରାଷ୍ଟ୍ରପତି ଭାବେ ପୁନଃନିର୍ବାଚିତ ହୋଇଥିବା ଆଣ୍ଡ୍ରି ରାଜୋଏଲିନାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ-ମାଦାଗାସ୍କର ମଧ୍ୟରେ ସହଭାଗିତା ଏବଂ ଭିଜନ ସାଗରକୁ ଆହୁରି ମଜଭୁତ କରିବା ପାଇଁ ଏକାଠି କାର୍ଯ୍ୟ କରିବାକୁ ଆଗ୍ରହୀ ଅଛି ।’

 

  SR


(रिलीज़ आईडी: 1982263) आगंतुक पटल : 114
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam