ପୋଷ୍ଟ କରାଯିବା ଦିନାଙ୍କ:
27 OCT 2023 7:53PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ବ୍ୟାଡମିଣ୍ଟନ ପୁରୁଷ ଏକକ ଏସଏଲ୩ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ନିତେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
କ୍ରୀଡ଼ା ପ୍ରତି କୁମାରଙ୍କ ଦକ୍ଷତା ଏବଂ ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ସେ ଲେଖିଛନ୍ତି, ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସଏଲ୩ରେ ରୌପ୍ୟ ପଦକ ଜିତିଥିବା ନିତେଶ କୁମାରଙ୍କୁ ଅଭିନନ୍ଦନ।
କ୍ରୀଡ଼ା ପ୍ରତି ତାଙ୍କର ଦକ୍ଷତା ଓ ପ୍ରତିବଦ୍ଧତା ପ୍ରତ୍ୟେକ ଷ୍ଟ୍ରୋକରେ ସ୍ପଷ୍ଟ ହୋଇଥାଏ।
ଆଗକୁ ସମସ୍ତ ପ୍ରୟାସ ପାଇଁ ଶୁଭେଚ୍ଛା।
BS