ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସିଆନ୍ ପାରା ଗେମ୍ସରେ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ଜିତିଥିବା ନିତେଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

Posted On: 27 OCT 2023 7:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ବ୍ୟାଡମିଣ୍ଟନ ପୁରୁଷ ଏକକ ଏସଏଲ୩ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ନିତେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କ୍ରୀଡ଼ା ପ୍ରତି କୁମାରଙ୍କ ଦକ୍ଷତା ଏବଂ ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ସେ ଲେଖିଛନ୍ତି, ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସଏଲ୩ରେ ରୌପ୍ୟ ପଦକ ଜିତିଥିବା ନିତେଶ କୁମାରଙ୍କୁ ଅଭିନନ୍ଦନ।

କ୍ରୀଡ଼ା ପ୍ରତି ତାଙ୍କର ଦକ୍ଷତା ଓ ପ୍ରତିବଦ୍ଧତା ପ୍ରତ୍ୟେକ ଷ୍ଟ୍ରୋକରେ ସ୍ପଷ୍ଟ ହୋଇଥାଏ।

ଆଗକୁ ସମସ୍ତ ପ୍ରୟାସ ପାଇଁ ଶୁଭେଚ୍ଛା।

  

 

BS



(Release ID: 1972740) Visitor Counter : 56