ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସିଆନ୍ ପାରା ଗେମ୍ସ ୨୦୨୨ରେ ଟେବୁଲ ଟେନିସ ପୁରୁଷ ସିଙ୍ଗଲ୍ସ - ପ୍ରଥମ ଶ୍ରେଣୀ ଇଭେଣ୍ଟରେ ସନ୍ଦୀପ ଡାଙ୍ଗୀ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 25 OCT 2023 4:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଇନାର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ଟେବୁଲ ଟେନିସ ପୁରୁଷ ସିଙ୍ଗଲ୍ସ - ଶ୍ରେଣୀ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ସନ୍ଦୀପ ଡାଙ୍ଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ଟେବୁଲ ଟେନିସ୍ ପୁରୁଷ ସିଙ୍ଗଲ୍ସ- ପ୍ରଥମ ଶ୍ରେଣୀ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିବା ସନ୍ଦୀପ ଡାଙ୍ଗୀଙ୍କୁ ଅନେକ ଅନେକ ଶୁଭେଚ୍ଛା। ତାଙ୍କ ଅସାଧାରଣ ଦକ୍ଷତା ଏବଂ ସମର୍ପଣ ଆମ ଦେଶ ପାଇଁ ସମ୍ମାନ ଆଣିଛି ଏହି ସଫଳତାରେ ଭାରତ ଆନନ୍ଦିତ

 

BS



(Release ID: 1972176) Visitor Counter : 75