ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାରା ବ୍ୟାଡମିଣ୍ଟନ ମହିଳା ଡବଲ୍ସ ଏସଏଚ୬ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ନିତ୍ୟା ଶ୍ରୀ ଶିବନ ଏବଂ ରଚନା ପଟେଲଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 26 OCT 2023 9:01PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସରେ ପାରା ବ୍ୟାଡମିଣ୍ଟନ ମହିଳା ଡବଲ୍ସ ଏସଏଚ୍୬ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ନିତ୍ୟା ଶ୍ରୀ ଶିବନ ଏବଂ ରଚନା ପଟେଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି -

ଏସିଆନ୍ ପାରା ଗେମ୍ସରେ ପାରା ବ୍ୟାଡମିଣ୍ଟନ ମହିଳା ଡବଲ୍ସ ଏସ୍ଏଚ୍୬ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ @07nithyasre ଓ ରଚନା ପଟେଲଙ୍କୁ ଅଭିନନ୍ଦନ।

ସେମାନଙ୍କ ଦକ୍ଷତା ଓ ଦଳଗତ ଶକ୍ତି ଯୋଗୁଁ ଏହି ସଫଳତା ମିଳିଛି। ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା।

 

BS


(ରିଲିଜ ଆଡି: 1972020) ପରିଦର୍ଶକ କାଉଣ୍ଟର : 127