ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସ ୨୦୨୨ରେ ମହିଳା ପାରା ପାୱାରଲିଫ୍ଟିଂ ୬୧ କେଜି ଇଭେଣ୍ଟରେ ରାଜ କୁମାରୀଙ୍କ ବ୍ରୋଞ୍ଜ ପଦକ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 25 OCT 2023 6:54PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଇନାର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ମହିଳା ପାରା ପାୱାରଲିଫ୍ଟିଂ ୬୧ କେଜି ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ରାଜ କୁମାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ମହିଳା ପାରା ପାୱାରଲିଫ୍ଟିଂରେ ରାଜ କୁମାରୀ ୬୧ କେଜି ବର୍ଗରେ ଚମତ୍କାର ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିପାଇଁ ସମଗ୍ର ଭାରତ ଆନନ୍ଦିତ । ତାଙ୍କ ସଫଳତା ଭବିଷ୍ୟତର ଅନେକ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ।

 

BS


(रिलीज़ आईडी: 1971637) आगंतुक पटल : 82
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada