ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଉଚ୍ଚଡିଆଁ ଟି୬୪ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିବା ଉନ୍ନି ରେନୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 23 OCT 2023 6:48PM by PIB Bhubaneshwar

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ  ପୁରୁଷ ଉଚ୍ଚଡିଆଁ ଟି୬୪ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିବା ଉନ୍ନି ରେନୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ପୁରୁଷ ଉଚ୍ଚଡିଆଁ ଟି୬୪ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ଉନ୍ନି ରେନୁଙ୍କୁ ଅଭିନନ୍ଦନ । ତାଙ୍କ ଦୃଢ଼ତା ଏବଂ ଚମତ୍କାର ପ୍ରଦର୍ଶନ ଆମ ଦେଶ ପାଇଁ ଗର୍ବ ଆଣିଛି ।’



(Release ID: 1970618) Visitor Counter : 73