ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍କ୍ୱାସ୍ ପୁରୁଷ ସିଙ୍ଗଲ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ସୌରଭ ଘୋଷାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
प्रविष्टि तिथि:
05 OCT 2023 9:05PM by PIB Bhubaneswar
ଏସୀୟ କ୍ରୀଡ଼ାରେ ସ୍କ୍ୱାସ୍ ପୁରୁଷ ସିଙ୍ଗଲ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ସୌରଭ ଘୋଷାଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ସ୍କ୍ୱାସ୍ ପୁରୁଷ ସିଙ୍ଗଲ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଆମ ଚାମ୍ପିୟନ ଖେଳାଳି ସୌରଭ ଘୋଷାଲଙ୍କୁ ସଲାମ । ତାଙ୍କ ଚମତ୍କାର ପ୍ରଦର୍ଶନ ଏବଂ ନିଷ୍ଠା ପାଇଁ ଏହା ସମ୍ଭବ ହୋଇପାରିଛି ।’
SR
(रिलीज़ आईडी: 1964914)
आगंतुक पटल : 147
इस विज्ञप्ति को इन भाषाओं में पढ़ें:
Urdu
,
English
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam