ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ା ୨୦୨୨ରେ ପ୍ରଥମ ପଦକ ଜିତିବା ପାଇଁ ଲାଇଟ୍ ୱେଟ୍ ମେନ୍ସ ଡବଲ୍ ସ୍କଲ୍ସ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
24 SEP 2023 10:02PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ା ୨୦୨୨ରେ ଭାରତ ପାଇଁ ପ୍ରଥମ ପଦକ ଭାବେ ରୌପ୍ୟ ଜିତିଥିବା ଲାଇଟ୍ ୱେଟ୍ ଡବଲ୍ ସ୍କଲ୍ସ ପୁରୁଷ ଦଳକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଅବିଶ୍ୱସନୀୟ ପ୍ରଦର୍ଶନ କରିଥିବା ଅର୍ଜୁନ ଲାଲ ଜଟ୍ ଏବଂ ଅରବିନ୍ଦ ସିଂଙ୍କ ଯୋଡ଼ିକୁ ଶୁଭେଚ୍ଛା ଜଣାଇବା ସହ ଆମ ଦେଶର ସଫଳତା ଏବଂ ଗୌରବକୁ ନିରନ୍ତର ଭାବେ ଏପରି ଆଗକୁ ବଢ଼ିବାକୁ କାମନା କରିଛନ୍ତି!
SR
(ରିଲିଜ ଆଡି: 1960304)
ପରିଦର୍ଶକ କାଉଣ୍ଟର : 159
ଏହି ରିଲିଜ ପଢନ୍ତୁ :
Tamil
,
Kannada
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Telugu
,
Malayalam