ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଭିନ୍ନ ବୈଶ୍ୱିକ ଆହ୍ୱାନ ପାଇଁ ଏକ ବିଶ୍ୱସ୍ତ ସହଯୋଗୀ ଭାବେ ଭାରତର ମାନ୍ୟତା ବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର
ପୋଷ୍ଟ କରାଯିବା ଦିନାଙ୍କ:
29 JUL 2023 10:44AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଏକ ଆଲେଖ୍ୟ ମାଧ୍ୟମରେ ବିଭିନ୍ନ ବୈଶ୍ୱିକ ଆହ୍ୱାନ ପାଇଁ ବିଶ୍ୱସ୍ତ ସହଯୋଗୀ ଭାବେ ଭାରତର ବଢ଼ୁଥିବା ସ୍ୱୀକୃତିକୁ ସ୍ୱୀକାର କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି:
‘କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଲେଖିଛନ୍ତି ଯେ, ସ୍ଥିରତା, ନିରାପତ୍ତାଠାରୁ ଆରମ୍ଭ କରି ଟିକା, ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ବିଭିନ୍ନ ବୈଶ୍ୱିକ ଆହ୍ୱାନ ପାଇଁ ଭାରତ ବର୍ତ୍ତମାନ ଏକ ବିଶ୍ୱସ୍ତ ସହଯୋଗୀ ଭାବେ ମାନ୍ୟତା ପାଇଛି ।’
SR
(ରିଲିଜ ଆଡି: 1943881)
ପରିଦର୍ଶକ କାଉଣ୍ଟର : 159
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam