ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ନମୋ ଆପରେ ବିଭିନ୍ନ ବିଷୟବସ୍ତୁର ବିସ୍ତୃତ ଶୃଙ୍ଖଳା ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 01 JUN 2023 10:22AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ନମୋ ଆପରେ ବିଭିନ୍ନ ବିଷୟବସ୍ତୁର ବିସ୍ତୃତ ଶୃଙ୍ଖଳା ଶେୟାର କରିଛନ୍ତି ।  

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଦରିଦ୍ରମାନଙ୍କ କାମରେ ବ୍ୟୟ ହୋଇଥିବା ପ୍ରତି ମୁହୂର୍ତ୍ତ ଉଭୟ ସୌଭାଗ୍ୟ ଓ ସମ୍ମାନପ୍ରଦ । କରୁଣା ଓ ସଂକଳ୍ପ ଦ୍ୱାରା ପ୍ରେରିତ ଆମ ଯାତ୍ରା ଜାରି ରହିଛି । #9YearsOfGaribKalyan ବିଷୟ ଉପରେ ଆଲୋକପାତ କରୁଥିବା ବିଷୟବସ୍ତୁର ଏକ ବିସ୍ତୃତ ଶୃଙ୍ଖଳା ନମୋ ଆପରେ ପ୍ରକାଶିତ ହୋଇଛି । ଥରେ ନିଶ୍ଚୟ ଦେଖନ୍ତୁ ।  

 

SR


(रिलीज़ आईडी: 1929000) आगंतुक पटल : 174
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Malayalam