ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୀମାନ୍ତ ଗ୍ରାମ ହେମ୍ୟାରେ ଟ୍ୟାପ୍ ପାଣି ପହଞ୍ଚିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 12 MAY 2023 8:30PM by PIB Bhubaneswar

ସୀମାନ୍ତ ଗ୍ରାମ ହେମ୍ୟାରେ ଟ୍ୟାପ୍ ପାଣି ପହଞ୍ଚିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ଏହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ ସୀମାନ୍ତବର୍ତ୍ତୀ ପ୍ରକଳ୍ପର ବିକାଶ ଦିଗରେ ଆମର ପ୍ରୟାସକୁ ଦେଖିବା ଖୁସିଜନକ ଦଶନ୍ଧି ଧରି ଆମ ସୀମାବର୍ତ୍ତୀ ଅଞ୍ଚଳକୁ ଅଣଦେଖା କରାଯାଇଥିଲା କିନ୍ତୁ ଏବେ ସେଠାରେ ବିକାଶର ଆବଶ୍ୟକତାକୁ ପ୍ରାଥମିକତା ଦିଆଯାଉଛି ’ 

 SR


(रिलीज़ आईडी: 1924161) आगंतुक पटल : 188
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam