ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାତୀୟ ଅଭିଲେଖାଗାରର ଐତିହାସିକ ନଥି ସମୃଦ୍ଧ ଏକ କୋଟିରୁ ଅଧିକ ପୃଷ୍ଠା ଥିବା ପୋର୍ଟାଲ ‘ଅଭିଲେଖ ପଟଲ’କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 20 APR 2023 6:39PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ଅଭିଲେଖାଗାରର ଐତିହାସିକ ନଥି ସମୃଦ୍ଧ ଏକ କୋଟିରୁ ଅଧିକ ପୃଷ୍ଠା ଥିବା ପୋର୍ଟାଲ ଅଭିଲେଖ ପଟଲକୁ ପ୍ରଶଂସା କରିଛନ୍ତି ।

ଜାତୀୟ ଅଭିଲେଖାଗାରର ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଇତିହାସ ଓ ସଂସ୍କୃତି ପ୍ରତି ଋଚି ଥିବା ବ୍ୟକ୍ତିମାନଙ୍କୁ ଏହା ଆକର୍ଷିତ କରିବ । 

 

SR


(रिलीज़ आईडी: 1918336) आगंतुक पटल : 198
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam