ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାତୀୟ ଷ୍ଟାର୍ଟଅପ ପୁରସ୍କାର-୨୦୨୩ ପାଇଁ ଆବେଦନ କରିବାକୁ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 08 APR 2023 8:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ଷ୍ଟାର୍ଟଅପ ପୁରସ୍କାର-୨୦୨୩ ପାଇଁ ଆବେଦନ କରିବାକୁ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;


ଷ୍ଟାର୍ଟଅପଗୁଡିକ କେବଳ ନିଜ ଅଭିନବ ଉତ୍ସାହ ପାଇଁ ନୁହେଁ ବରଂ ସେଗୁଡିକୁ ନିର୍ମାଣ କରୁଥିବା ବ୍ୟକ୍ତିମାନଙ୍କ ପ୍ରେରଣାଦାୟୀ ଜୀବନଯାତ୍ରା ପାଇଁ ମଧ୍ୟ ଆକର୍ଷକ । ଆମର ଷ୍ଟାର୍ଟଅପ ଶବ୍ଦରେ ଯୁବ ଶକ୍ତିର ଭାବନା ନିହିତ ରହିଛି ।

ଉଦ୍ୟୋଗୀମାନଙ୍କୁ ଜାତୀୟ ଷ୍ଟାର୍ଟଅପ ପୁରସ୍କାର-୨୦୨୩ ପାଇଁ ଆବେଦନ କରିବାକୁ ଆହ୍ୱାନ କରୁଛି । startupindia.gov.in"

 

SR


(रिलीज़ आईडी: 1914953) आगंतुक पटल : 174
इस विज्ञप्ति को इन भाषाओं में पढ़ें: Bengali , Tamil , Malayalam , English , Urdu , हिन्दी , Marathi , Assamese , Manipuri , Punjabi , Gujarati , Telugu , Kannada