ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଭେଟିଲେ ଏନଏକ୍ସପି ସେମିକଣ୍ଡକ୍ଟର୍ସ ସିଇଓ

Posted On: 30 MAR 2023 10:16AM by PIB Bhubaneshwar

ଏନଏକ୍ସପି ସେମିକଣ୍ଡକ୍ଟର୍ସ ସିଇଓ ଶ୍ରୀ କର୍ଟ ସିଭର୍ସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ଏନଏକ୍ସପିର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

@NXP ସିଇଓ ଶ୍ରୀ କର୍ଟ ସିଭର୍ସଙ୍କୁ ଭେଟିବା ସହ ସେମିକଣ୍ଡକ୍ଟର୍ସ କ୍ଷେତ୍ର ଓ ନବାଚାର କ୍ଷେତ୍ରରେ ପରିବର୍ତ୍ତନଶୀଳ ଦୃଶ୍ୟପଟ୍ଟ ସମ୍ପର୍କରେ ଆଲୋଚନା କରି ଖୁସି ଲାଗିଲା । ଭାରତ ନିଜ ପ୍ରତିଭାବାନ ଯୁବପୀଢିଙ୍କ ସହାୟତାରେ ଏହି କ୍ଷେତ୍ରଗୁଡିକରେ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛି ।

 

SR



(Release ID: 1912208) Visitor Counter : 96