ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଥମ ଥର ପାଇଁ ସଡକ ପଥରେ ସଂଯୁକ୍ତ ହେଲା ତାଲି


୫୧ କିଲୋମିଟର ୟାଙ୍ଗତେ- ତାଲି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 02 MAR 2023 9:09AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଅରୁଣାଚଳ ପ୍ରଦେଶର କ୍ରା ଦାଦି ଜିଲ୍ଲାର ୫୧ କିଲୋମିଟର ଦୀର୍ଘ ୟାଙ୍ଗତେ- ତାଲି ରାସ୍ତା ନିର୍ମାଣ ସମୂର୍ଣ୍ଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କ ୫୧ କିଲୋମିଟର ଦୀର୍ଘ ୟାଙ୍ଗତେ- ତାଲି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ସମ୍ପର୍କିତ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହା ଦେଖି ଖୁସି ଲାଗିଲା । 

 

SR



(Release ID: 1903619) Visitor Counter : 103