ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦିବ୍ରୁଗଡରେ ପହଞ୍ଚି ନିଜ ପ୍ରଥମ ଯାତ୍ରା ପୂରଣ କରିଥିବା ଗଙ୍ଗା ବିଳାସ କ୍ରୁଜ ପାଇଁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 MAR 2023 10:42AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗଙ୍ଗା ବିଳାସ କ୍ରୁଜ ଦିବ୍ରୁଗଡ ଠାରେ ପହଞ୍ଚି ନିଜ ପ୍ରଥମ ଯାତ୍ରା ପୂରଣ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏକ ସ୍ୱତନ୍ତ୍ର ଯାତ୍ରା ଶେଷ ହେଲା ! ଭାରତ ଓ ବିଦେଶରୁ ଅଧିକ ପର୍ଯ୍ୟଟକ ଗଙ୍ଗା ବିଳାସ କ୍ରୁଜରେ ଭାଗ ନେବେ ବୋଲି ଆଶା ।”  

 

SR


(ରିଲିଜ ଆଡି: 1903330) ପରିଦର୍ଶକ କାଉଣ୍ଟର : 153