ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ସପ୍ତକୋଟେଶ୍ୱର ଦେବସ୍ଥାନର ପୁନଃର୍ନିର୍ମାଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 11 FEB 2023 9:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆର ନର୍ଭେ, ବିଚୋଲିମରେ ସ୍ଥିତ ଶ୍ରୀ ସପ୍ତକୋଟେଶ୍ୱର ଦେବସ୍ଥାନ ପୁନଃର୍ନିର୍ମାଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଗୋଆ ମୁଖ୍ୟମନ୍ତ୍ରୀ ଡଃ ପ୍ରମୋଦ ସାୱନ୍ତଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ନର୍ଭେ, ବିଚୋଲିମରେ ସ୍ଥିତ ଶ୍ରୀ ସପ୍ତକୋଟେଶ୍ୱର ଦେବସ୍ଥାନ ପୁନଃର୍ନିର୍ମାଣ ଆମ ଯୁବପୀଢିଙ୍କୁ ଆଧ୍ୟାତ୍ମିକ ପରମ୍ପରା ସହ ଯୋଡିବ । ଏହା ଗୋଆରେ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ ।” 

 

SR



(Release ID: 1898604) Visitor Counter : 90