ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗତ ୮ ବର୍ଷରେ ଉତ୍ତର-ପୂର୍ବାଞ୍ଚଳ ଅତୁଳନୀୟ ରୂପାନ୍ତରଣ ଦେଖିଛି: ପ୍ରଧାନମନ୍ତ୍ରୀ

प्रविष्टि तिथि: 12 FEB 2023 1:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଉତ୍ତର ପୂର୍ବାଞ୍ଚଳରେ ଅତୁଳନୀୟ ରୂପାନ୍ତରଣ ଯୋଗୁଁ ସେଠାକାର ବାସିନ୍ଦାମାନେ ବେଶ ଉପକୃତ ହେଉଛନ୍ତି । 

ଜଣେ ନାଗରିକଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଗତ ୮ ବର୍ଷରେ ଉତ୍ତର ପୂର୍ବାଞ୍ଚଳ ଅତୁଳନୀୟ ରୂପାନ୍ତରଣ ଦେଖିଛି, ଯାହାଦ୍ୱାରା ସେଠାକାର ବାସିନ୍ଦାମାନେ ବେଶ ଉପକୃତ ହେଉଛନ୍ତି । ଯେକୌଣସି କ୍ଷେତ୍ର କଥା କୁହନ୍ତୁ, ଅଗଣିତ ସୁଫଳ ମିଳିଛି ।” 

 

SR


(रिलीज़ आईडी: 1898582) आगंतुक पटल : 154
इस विज्ञप्ति को इन भाषाओं में पढ़ें: Bengali , हिन्दी , Kannada , English , Urdu , Marathi , Assamese , Manipuri , Punjabi , Gujarati , Tamil , Telugu , Malayalam