ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ପୁଷ୍ପ ପ୍ରଦର୍ଶନୀକୁ କଲେ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
04 JAN 2023 9:45PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଅହମ୍ମଦାବାଦର ପୁଷ୍ପ ପ୍ରଦର୍ଶନୀ ଅନେକ ଲୋକଙ୍କୁ ଆକୃଷ୍ଟ କରିଛି, ଯେଉଁମାନେ ପୁଷ୍ପ ଏବଂ ପ୍ରକୃତିକୁ ନେଇ ଅଧିକ ଆଗ୍ରହୀ ।
ଅହମ୍ମଦାବାଦ ପୌର ନିଗମ ପକ୍ଷରୁ ହୋଇଥିବା ଏକ ଟ୍ୱିଟ୍ ଉପରେ ନିଜ ପ୍ରତିକି୍ରୟା ରଖି, ଶ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି:
‘‘ଅତି ସୁନ୍ଦର ଦେଖାଯାଉଛି । ବର୍ଷ ବର୍ଷ ଧରି, ଅହମ୍ମଦାବାଦର ପୁଷ୍ପ ପ୍ରଦର୍ଶନୀ ପ୍ରସ୍ଫୁଟିତ ହୋଇଛି ଏବଂ ପୁଷ୍ପ ଓ ପ୍ରକୃତି ପ୍ରତି ଆଗ୍ରହ ରଖୁଥିବା ଅନେକ ଲୋକଙ୍କୁ ଆକର୍ଷିତ କରିଛି ।’’
SR
(ରିଲିଜ ଆଡି: 1889020)
ପରିଦର୍ଶକ କାଉଣ୍ଟର : 155
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam