ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶିଷ୍ଟ ତେଲୁଗୁ ଅଭିନେତା ଶ୍ରୀ କୈକଲା ସତ୍ୟନାରାୟଣଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
Posted On:
23 DEC 2022 1:23PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଶିଷ୍ଟ ତେଲୁଗୁ ଅଭିନେତା ଶ୍ରୀ କୈକଲା ସତ୍ୟନାରାୟଣଙ୍କ ବିୟୋଗର ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଶ୍ରୀ କୈକଲା ସତ୍ୟନାରାୟଣ ଗାରୁଙ୍କ ବିୟୋଗରେ ମର୍ମାହତ । ନିଜ ଅଭିନୟ ଦକ୍ଷତା ଓ ବିବିଧ ଭୂମିକାରେ ଅଭିନୟ ପାଇଁ ସେ ବିଭିନ୍ନ ପୀଢିର ଦର୍ଶକଙ୍କ ନିକଟରେ ଲୋକପ୍ରିୟ ଥିଲେ । ତାଙ୍କ ପରିବାର ଓ ଶୁଭେଚ୍ଛୁମାନଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।”
SR
(Release ID: 1886164)
Visitor Counter : 148
Read this release in:
Kannada
,
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Gujarati
,
Tamil
,
Telugu
,
Malayalam