ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦୁଗ୍ଧ କ୍ଷେତ୍ରରେ କରାଯାଇଥିବା ପ୍ରଗତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 NOV 2022 1:05PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଗ୍ଧ କ୍ଷେତ୍ରରେ ହୋଇଥିବା ପ୍ରଗତିକୁ ପ୍ରଶଂସା କରିଛନ୍ତି ଯେଉଁଠାରେ ୬୩ ବର୍ଷ ମଧ୍ୟରେ ୧୨୧ ମେଟ୍ରିକ ଟନ୍ ଦୁଗ୍ଧ ଉତ୍ପାଦନ ତୁଳନାରେ ମାତ୍ର ୮ ବର୍ଷରେ ୮୩ ମେଟ୍ରିକ ଟନ୍ ବୃଦ୍ଧି ପାଇଛି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପରଶୋତ୍ତମ ରୁପାଲାଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଏହା ବିଶେଷ ଆନନ୍ଦଦାୟକ ଅଟେ । ଆମର ନାରୀ ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ ଦୁଗ୍ଧ କ୍ଷେତ୍ର ମଧ୍ୟ ଏକ ଭଲ ଉପାୟ । ଆଗାମୀ ଦିନରେ ଦୁଗ୍ଧ କ୍ଷେତ୍ର ଆହୁରି ବୃଦ୍ଧି ହେଉ ।”
HS
(ରିଲିଜ ଆଡି: 1879962)
ପରିଦର୍ଶକ କାଉଣ୍ଟର : 121
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam