ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାଥୁକାମ୍ମା ଅବସରରେ ସମସ୍ତଙ୍କୁ ବିଶେଷ କରି ତେଲେଙ୍ଗାନାର ନାରୀ ଶକ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 25 SEP 2022 6:22PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଥୁକମ୍ମାର ଶୁଭ ଅବସରରେ ସମସ୍ତଙ୍କୁ ବିଶେଷ କରି ତେଲେଙ୍ଗାନାର ନାରୀ ଶକ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ବାଥୁକାମ୍ମାର ଶୁଭ ଅବସରରେ ସମସ୍ତଙ୍କୁ ବିଶେଷକରି ତେଲେଙ୍ଗାନାର ନାରୀ ଶକ୍ତିଙ୍କୁ ଶୁଭେଚ୍ଛା ଏହି ପର୍ବ ପ୍ରକୃତି ସହିତ ଆମର ସମ୍ପର୍କକୁ ଗଭୀର କରିବା ସହିତ ଫୁଲ ପ୍ରତି ଆଗ୍ରହ ବଢାଇଥାଏ

HS


(रिलीज़ आईडी: 1862365) आगंतुक पटल : 145
इस विज्ञप्ति को इन भाषाओं में पढ़ें: Telugu , English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Kannada , Malayalam