ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୋଗ ଦିବସ ପାଳନ କରିବାକୁ ଏବଂ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 JUN 2022 5:47PM by PIB Bhubaneswar

‘ଆମର ଦୈନନ୍ଦିନ ଜୀବନରେ ଯୋଗ' ଉପରେ ଏକ ଚଳଚ୍ଚିତ୍ର ସେୟାର କରିଛନ୍ତି 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦିବସ ପାଳନ କରିବା ଏବଂ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ମୋଦୀ ‘ଦୈନନ୍ଦିନ ଜୀବନରେ ଯୋଗ' ଉପରେ ଏକ ଚଳଚ୍ଚିତ୍ର ମଧ୍ୟ ସେୟାର କରିଥିଲେ ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଆଗାମୀ ଦିନରେ ବିଶ୍ୱ ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ କରିବ । ଯୋଗ ଦିବସ ପାଳନ କରିବାକୁ ଏବଂ ଯୋଗକୁ ତୁମର ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି । ଏହାର ଲାଭ ଅନେକ ।

HS


(ରିଲିଜ ଆଡି: 1833370) ପରିଦର୍ଶକ କାଉଣ୍ଟର : 159