ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଉପରେ ଆଧାରିତ ସବକା ବିକାଶ ମହା କ୍ୱିଜରେ ଭାଗ ନେବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

प्रविष्टि तिथि: 14 APR 2022 9:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଉପରେ ଆଧାରିତ ସବକା ବିକାଶ ମହା କ୍ୱିଜରେ ଭାଗ ନେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହି ଆକର୍ଷଣୀୟ କ୍ୱିଜରେ ସୁଶାସନ ଉପକ୍ରମଗୁଡିକର ଏକ ଶୃଙ୍ଖଳା ସାମିଲ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ମାଇଁଗଭଇଣ୍ଡିଆର ଏକ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହା ଏକ ଆକର୍ଷଣୀୟ କ୍ୱିଜ ଯେଉଁଥିରେ ସୁଶାସନ ଉପକ୍ରମଗୁଡିକର ଏକ ଶୃଙ୍ଖଳା ସାମିଲ ରହିଛି ।

#ସବକାବିକାଶମହାକ୍ୱିଜରେ ଭାଗ ନିଅନ୍ତୁ ଓ ସମାବେଶୀ ବିକାଶ ପାଇଁ ଆମ ମିଳିତ ପ୍ରୟାସକୁ ମଜବୁତ କରନ୍ତୁ ।

 

SR


(रिलीज़ आईडी: 1816910) आगंतुक पटल : 195
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam