ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡକ୍ଟର ଦେବେନ୍ଦ୍ର ପଟେଲଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 APR 2022 2:59PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଅଙ୍କୋ-ସର୍ଜନ ଡକ୍ଟର ଦେବେନ୍ଦ୍ର ପଟେଲଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି   ସ୍ୱାସ୍ଥ୍ୟ ଭିତ୍ତିଭୂମି ତଥା କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଡକ୍ଟର ପଟେଲଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ସ୍ୱାସ୍ଥ୍ୟ ଭିତ୍ତିଭୂମି ତଥା କର୍କଟ ରୋଗର ଚିକିତ୍ସା ପାଇଁ ଡକ୍ଟର ଦେବେନ୍ଦ୍ର ପଟେଲ ଅସଂଖ୍ୟ ଲୋକଙ୍କ ସମ୍ମାନ ଶୁଭେଚ୍ଛା ଅର୍ଜନ କରିଛନ୍ତି ଔଷଧ ଏବଂ କରୁଣାମୟ ପ୍ରକୃତି କ୍ଷେତ୍ରରେ ତାଙ୍କର ଗଭୀର ଜ୍ଞାନ ସର୍ବଦା ସ୍ମରଣୀୟ ହୋଇ ରହିବ ତାଙ୍କ ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ ତାଙ୍କ ପରିବାର ପ୍ରତି ସମବେଦନା ଓମ୍ ଶାନ୍ତି

HS


(ରିଲିଜ ଆଡି: 1813758) ପରିଦର୍ଶକ କାଉଣ୍ଟର : 206