ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଷ୍ଟାଣ୍ଡ ଅପ୍ ଇଣ୍ଡିଆର ୬ଷ୍ଠ ବାର୍ଷିକୀ ଅବସରରେ ଭାରତର ଉଦ୍ୟୋଗୀ ଶକ୍ତି ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 APR 2022 2:38PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ପଦକ୍ଷେପକୁ ଭାରତର ଉଦ୍ୟୋଗୀ ଶକ୍ତିକୁ ଆଗକୁ ନେବାପାଇଁ ଚାଲିଥିବା ପ୍ରୟାସର ଏକ ଅଂଶ ବୋଲି କହିଛନ୍ତି ।

ଆଜି ଷ୍ଟାଣ୍ଡ ଅପ୍ ଇଣ୍ଡିଆ ପଦକ୍ଷେପ ୬ ବର୍ଷ ପୁରୁଣ କରିଛି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ଭାରତ ଉଦ୍ୟୋଗୀ ଶକ୍ତିରେ ପରିପୂର୍ଣ୍ଣ ଏବଂ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ପଦକ୍ଷେପ ଏହି ଆବେଗକୁ ଆହୁରି ପ୍ରଗତି ଏବଂ ସମୃଦ୍ଧତା କରିବା ପାଇଁ ଚାଲିଥିବା ପ୍ରୟାସର ଏକ ଅଂଶ ବୋଲି ସେ କହିଛନ୍ତି ।”

HS


(ରିଲିଜ ଆଡି: 1813754) ପରିଦର୍ଶକ କାଉଣ୍ଟର : 249