ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ୩୦ ଜାନୁୟାରୀ ୨୦୨୨ ରେ ହେବାକୁ ଥିବା ମନ କି ବାତ୍‍ ପାଇଁ ନାଗରିକମାନଙ୍କୁ ସେମାନଙ୍କର ମତାମତ ଏବଂ ପରାମର୍ଶ ଦେବାକୁ ଆମନ୍ତ୍ରଣ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 19 JAN 2022 11:12AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ୩୦ ଜାନୁୟାରୀ ୨୦୨୨ ରେ ହେବାକୁ ଥିବା ମନ କି ବାତ୍ପାଇଁ ସେମାନଙ୍କର ମତାମତ ଏବଂ ପରାମର୍ଶ ପ୍ରଦାନ କରିବାକୁ ଆମନ୍ତ୍ରଣ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଚଳିତ ମାସର ୩୦ ତାରିଖ ଦିନ, ୨୦୨୨ ପ୍ରଥମ  ମନ କି ବାତ୍ଅନୁଷ୍ଠିତ ହେବ ମୁଁ ନିଶ୍ଚିତ ଯେ ଆପଣମାନଙ୍କ ନିକଟରେ ଜୀବନ କାହାଣୀ ଏବଂ ବିଷୟବସ୍ତୁକୁ ପ୍ରେରଣାଦାୟୀ କରିବା ପାଇଁ ବହୁତ କିଛି ଅଛି ସେଗୁଡିକୁ @mygovindia କିମ୍ବା ନମୋ ଆପ୍ରେ ସେୟାର କରନ୍ତୁ ୧୮୦୦-୧୧-୭୮୦୦ ନମ୍ବରକୁ ଡାଏଲ କରି ଆପଣଙ୍କ ବାର୍ତ୍ତା ରେକର୍ଡ କରାନ୍ତୁ

HS


(ରିଲିଜ ଆଡି: 1790916) ପରିଦର୍ଶକ କାଉଣ୍ଟର : 246