ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଥିରୁଭାଲୁଭାର୍ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମହାନ ଥିରୁଭାଲୁଭାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 15 JAN 2022 9:16AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥିରୁଭାଲୁଭାର୍ ଦିବସ ଅବସରରେ ମହାନ ଥିରୁଭାଲୁଭାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଥିରୁଭାଲୁଭାର୍ ଦିବସରେ ମୁଁ ମହାନ ଥିରୁଭାଲୁଭାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତାଙ୍କର ଆଦର୍ଶ ଅନ୍ତର୍ନିହିତ ଏବଂ ବ୍ୟବହାରିକ ... ସେ ନିଜର ବିବିଧ ପ୍ରକୃତି ଏବଂ ବୌଦ୍ଧିକ ଗମ୍ଭୀରତା ପାଇଁ ବିରଳ । ଗତବର୍ଷ କନ୍ୟାକୁମାରୀ ଠାରେ ଥିରୁଭାଲୁଭାରଙ୍କ ପ୍ରତିମୂର୍ତ୍ତି ଏବଂ ବିବେକାନନ୍ଦ ସ୍ମାରକର ଏକ ଭିଡିଓ ପ୍ରସ୍ତୁତ ହୋଇଥିଲା ଯାହାକୁ ମୁଁ ଏଠାରେ ଉଲ୍ଲେଖ କରୁଛି । https://t.co/B7JuOMLjRo"

HS


(ରିଲିଜ ଆଡି: 1790093) ପରିଦର୍ଶକ କାଉଣ୍ଟର : 254