ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ବିଶ୍ୱ କୁସ୍ତି ଚମ୍ପିଅନସିପ୍ ୨୦୨୧ ରେ ପଦକ ବିଜେତା ଅଂଶୁ ମଲିକ୍ ଏବଂ ସରିତା ମୋରଙ୍କୁ ଅଭିନନ୍ଦନ ଜଣାଇଛନ୍ତି

Posted On: 10 OCT 2021 7:25PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ କୁସ୍ତି ଚମ୍ପିଅନସିପ୍୨୦୨୧ ରେ ଅଂଶୁ ମଲିକଙ୍କୁ ରୌପ୍ୟ ଏବଂ ସରିତା ମୋରଙ୍କୁ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି:

ବିଶ୍ୱ କୁସ୍ତି ଚମ୍ପିଅନସିପ୍୨୦୨୧ରେ ରୌପ୍ୟ ଜିତିବା ପାଇଁ ଅଂଶୁଙ୍କୁ ଅଭିନନ୍ଦନ ଏବଂ ବ୍ରୋଞ୍ଜ ଜିତିବା ପାଇଁ  ସରିତାଙ୍କୁ ଅଭିନନ୍ଦନ ଜଣାଉଛି ଏହି ଉଲ୍ଲେଖନୀୟ କ୍ରୀଡାବିତ୍ଙ୍କୁ ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା

HS



(Release ID: 1762897) Visitor Counter : 163