ପୋଷ୍ଟ କରାଯିବା ଦିନାଙ୍କ:
10 OCT 2021 7:25PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ କୁସ୍ତି ଚମ୍ପିଅନସିପ୍ ୨୦୨୧ ରେ ଅଂଶୁ ମଲିକଙ୍କୁ ରୌପ୍ୟ ଏବଂ ସରିତା ମୋରଙ୍କୁ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ବିଶ୍ୱ କୁସ୍ତି ଚମ୍ପିଅନସିପ୍ ୨୦୨୧ରେ ରୌପ୍ୟ ଜିତିବା ପାଇଁ ଅଂଶୁଙ୍କୁ ଅଭିନନ୍ଦନ ଏବଂ ବ୍ରୋଞ୍ଜ ଜିତିବା ପାଇଁ ସରିତାଙ୍କୁ ଅଭିନନ୍ଦନ ଜଣାଉଛି । ଏହି ଉଲ୍ଲେଖନୀୟ କ୍ରୀଡାବିତ୍ଙ୍କୁ ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ।”
HS